Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ କଂଗ୍ରେସର ବୈଠକ ପୁର୍ବରୁ ନେତାଙ୍କ ଧସ୍ତାଧସ୍ତି

Koraput Town, Koraput | Sep 4, 2025
ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବାକୁ କୋରାପୁଟ ଟାଉନ୍ ହଲରେ ସୃଜନ ସଂଗଠନ ଅଭିଯାନ ବୈଠକ ଆରମ୍ଭରୁ ଦେଖା ଦେଇଥିଲା କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି। ଯାହା କଂଗ୍ରେସ ସଂଗଠନର ଦୁର୍ବଳତାକୁ ପଦାରେ ପକାଇଲା। ଅବିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସର ଟାଣୁଆ ନେତା ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ନାତି ପ୍ରତ୍ୟୁଷ ପଟ୍ଟନାୟକଙ୍କୁ ବୈଠକରେ ପ୍ରବେଶ କରିବାକୁ ତାରାପ୍ରସାଦ ବାହିନୀପତିଙ୍କ ଭାଇ ଭଗବାନ ବାହିନୀପତି ବିରୋଧ କରିବାରୁ ପାଟିତୁଣ୍ଡ ପରିସ୍ଥିତି ଉପୁଜିଥିଲା। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା।

MORE NEWS

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ କଂଗ୍ରେସର ବୈଠକ ପୁର୍ବରୁ ନେତାଙ୍କ ଧସ୍ତାଧସ୍ତି - Koraput Town News