କଟକ ପୌରାଞ୍ଚଳ: କଟକ: ୟୁଥ୍ ୱିଙ୍ଗ ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ, ଆଗାମୀ ଯୋଜନା ନେଇ ଆଲୋଚନା
କଟକରେ ୟୁଥ୍ ୱିଙ୍ଗ ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସଭାରେ ସଂଘର ଭବିଷ୍ୟତ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ନୂତନ ସଦସ୍ୟଙ୍କୁ ସାମିଲ କରିବା ଏବଂ କାର୍ଯ୍ୟାଳୟ ସ୍ଥାପନ ନେଇ ମୁଖ୍ୟ ଆଲୋଚନା ହୋଇଛି। ସମାଜସେବା ମାଧ୍ୟମରେ ଲୋକଙ୍କ ସେବା କରିବା ସଂଘର ମୂଳ ଲକ୍ଷ୍ୟ।