Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବରୀ ରାମଚନ୍ଦ୍ରପୁର: ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ରାମଚନ୍ଦ୍ର ଖେଳ ପଡିଆରେ ଅନୁଷ୍ଠିତ,ଯୋଗଦେଲେ ଶତାଧିକ ଚାଷୀ

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ରାମଚନ୍ଦ୍ର ଖେଳ ପଡିଆରେ ଅନୁଷ୍ଠିତ,ଯୋଗଦେଲେ ଶତାଧିକ ଚାଷୀ। ଆଜି ବରୀ ବିଡ଼ିଓଙ୍କ ସଭାପତିତ୍ୱରେ ଆୟୋଜିତ ମେଳାରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଅତିଥିଭାବେ ଯୋଗଦେଇ ଏହି ମେଳା କୁ ଉଦଘାଟନ କରିଥିଲେ l ବିଶେଷ ଭାବରେ ରାଜ୍ୟ ସରକାର କିଭଳି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି ଆଲୋଚନା କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ମଲ୍ଲିକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଯୋଜନା କରି ଲାଭବାନ ହେଇଥିବା ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

MORE NEWS