Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କୋଟପାଡ: ଧାନ ମଣ୍ଡିକୁ ଯିବା ସମୟରେ ଖରାଗୁଡା ଛକରେ ବାଇକ ଦୁର୍ଘଟଣା, ବାଇକ ଚାଳକ ଗୁରୁତର,

Kotpad, Koraput | Jan 17, 2026
ଧାନ ମଣ୍ଡିକୁ ଯିବା ସମୟରେ ଭରସାମ୍ୟ ହରାଇ ବାଇକ ଦୁର୍ଘଟଣାଗସ୍ତ l ବାଇକ ଚାଳକ ଗୁରୁତର l ଗୁରୁତରଙ୍କୁ ଜୟପୁର କୁ ସ୍ଥାନାନ୍ତରିତ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଡୋରାଗୁଡା ପଂଚାୟତ ଖରାଗୁଡା ଠାରେ ଆଜି ଅପରାହ୍ନ ଦୁଇଟା ସମୟରେ ଏଭଳି ଅଘଟନ l ସୂଚନା ଅନୁଯାଇ, ଖରାଗୁଡା ଗାଁ ର ଭଗବାନ ଖୀଲ ଦରାଗୁଡା ମଣ୍ଡିକୁ ବାଇକ ଯୋଗେ ବାହାରିଥିଲେ ହେଲେ ଖରାଗୁଡା ଛକରେ ଭରସାମ୍ୟ ହରାଇ ବାଇକ ରାସ୍ତା କଢ଼କୁ ଖସିଯାଇଥିଲା l ଫଳରେ ଭଗବାନ ଖୀଲ ଛିଟିକି ପଡିଥିଲେ ତାଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସେ ଅତି ଗୁରୁତର ଥିବା ଯୋଗୁଁ ଜୟପୁର ପଠାଯାଇଛି l
କୋଟପାଡ: ଧାନ ମଣ୍ଡିକୁ ଯିବା ସମୟରେ ଖରାଗୁଡା ଛକରେ ବାଇକ ଦୁର୍ଘଟଣା, ବାଇକ ଚାଳକ ଗୁରୁତର, - Kotpad News