ଜଗତସିଂହପୁର: ଜଗତସିଂହପୁରରେ କଂଗ୍ରେସର ସମୀକ୍ଷା ବୈଠକ: ଆନ୍ଦୋଳନ ଜାରି ରହିବାର ଚେତାବନୀ
ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ଦଳୀୟ ନେତାମାନେ ଯୋଗଦେଇ ଦେଶର ବର୍ତ୍ତମାନ ସ୍ଥିତି ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।