ମାର୍ଶାଘାଇ: ମାର୍ଶାଘାଇ ମଣିକୁଣ୍ଡା ପଞ୍ଚାୟତର ନୟନା ବସନ୍ତିଆଙ୍କ ଏକାଦଶା ପାଳନରେ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳୀ
ମାର୍ଶାଘାଇ ବ୍ଲକର ମଣିକୁଣ୍ଡା ପଞ୍ଚାୟତର ପୂର୍ବ ସମିତି ସଭ୍ୟ ନୟନା ବସନ୍ତିଆଙ୍କ ବିୟୋଗ ଏକାଦଶା ଦିବସରେ ମାନ୍ୟବର ବିଧାୟକ ଡ଼କ୍ତର ଦୁର୍ଗା ପ୍ରସନ ନାୟକଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ସହ ପରିବାର ନିକଟରେ ପହଂଚାଇଗଲା |