Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଚମ୍ପୁଆ: ନିମତୁର ଓ ସୋୟାବାଲିରେ ଅବକାରୀ ଚଢାଉ, ୬ ହଜାର କେଜି ପୋଚ, ୪୦୦ ଲିଟର ମଦ ଜବତ ସହ ୨ ଗିରଫ

Champua, Kendujhar | Nov 27, 2025
ଆଜି ଅବକାରୀ ବିଭାଗ ପକ୍ଷରୁ ବଡବିଲ ଥାନା ଅନ୍ତର୍ଗତ ନିମତୁର ଓ ସୋୟାବାଲି ଅଞ୍ଚଳରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୬ହଜାର କେଜି ପୋଚ, ୪୦୦ ଲିଟର ମଦ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରା ଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚମ୍ପୁଆ: ନିମତୁର ଓ ସୋୟାବାଲିରେ ଅବକାରୀ ଚଢାଉ, ୬ ହଜାର କେଜି ପୋଚ, ୪୦୦ ଲିଟର ମଦ ଜବତ ସହ ୨ ଗିରଫ - Champua News