ଗୁଡାରି: ଗୁଡାରି ଦିବ୍ୟ ଜୀବନ ସଙ୍ଘ ପ୍ରତିଷ୍ଠାତା ଦିବ୍ୟସିଂହ ମିଶ୍ରଙ୍କ ପରଲୋକ
ଗୁଡାରି ଅଞ୍ଚଳର ଜଣାଶୁଣା ଆଧ୍ୟାତ୍ମିକ ଗୁରୁ ତଥା ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ଦିବ୍ୟସିଂହ ମିଶ୍ରଙ୍କ ୯୩ ବର୍ଷ ବୟସରେ ପରଲୋକ। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବଂଶଧାରା ନଦୀ ତଟରେ ହେଲା ଅନ୍ତିମ ସଂସ୍କାର।