ରାୟଗଡା: ଗଜପତି: ମହେନ୍ଦ୍ରତନୟା ନଦୀରେ ଭାସିଯାଇ ନିଖୋଜ ବୃଦ୍ଧ, ୫ ଦିନ ପରେ ବି ମିଳୁନି ପତ୍ତା
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ସାଠିଏ ବର୍ଷୀୟ ବୃଦ୍ଧ ପିତାମ୍ବର ବଡ଼ିଆସାହୁ ଅକ୍ଟୋବର ୩୦ ତାରିଖରୁ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।