ଭୁବନେଶ୍ୱର: ୯ କିଲୋଗ୍ରାମ ଗଞ୍ଜେଇ ସହ ଗଞ୍ଜେଇ ବେପାରୀ ସଞ୍ଜିପ କୁମାର ଗିରଫ
Bhubaneswar, Khordha | Sep 10, 2026
ଚନ୍ଦ୍ରଶେଖରପୁର ପୋଲିସ ୯ କିଲୋଗ୍ରାମ ଗଞ୍ଜେଇ ସହିତ ଗଞ୍ଜେଇ ବେପାରୀ ସଞ୍ଜିପ କୁମାର ନନ୍ଦ କୁ ଗିରଫ କରିଛି। ତାଙ୍କ ବାଇକ୍ ମଧ୍ୟ ଜବତ ହୋଇଛି। ସଞ୍ଜିପ କୁମାର କନ୍ଧମାଳ ଠାରୁ ଗଞ୍ଜେଇ ଆଣୁଥିଲେ।