କବିସୂର୍ଯ୍ୟନଗର: ପାଣ୍ଡିଆ ଠାରୁ ପାଣ୍ଡରଖଲି ଗ୍ରାମ ପର୍ଯ୍ୟନ୍ତ ନୂଆ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ଦ୍ଵାରା ପାଣ୍ଡିଆ ଚିକିତ୍ସାଳୟ ଠାରୁ ପାଣ୍ଡରଖଲି ଦୂର୍ଗା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେବ ଏହି ରାସ୍ତା ।