ଆଡ଼େନିଗଡ଼ ଜଙ୍ଗଲରୁ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ ପୁରୁଣାକଟକ ପୋଲିସ. ପକ୍ଷରୁ ଅଡ଼େନିଗଡ଼ ଜଙ୍ଗଲ ରେ ଚାଲିଥିବା ବେଆଇନ ଦେଶୀ ମଦ ରନ୍ଧା ଅଡ୍ଡା ରେ ଚଢ଼ାଉ କରି ଘଟଣା ସ୍ଥଳରୁ 50ଲିଟର. ମହୁଲ ପୋଚ ନଷ୍ଟ କରିବା ସହ 6ଲିଟର. ଦେଶୀ ମଦ ଜବତ କରୁଛି ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ନେଇ ଆରକ୍ଷୀ ଅଧିକ୍ଷକ 9ଘଣ୍ଟା ସମୟ ରେ ସୂଚନା