ମୋଟେର ଫାଣ୍ଡି ଅଧୀନରେ ଥିବା ମୋଟେର ଧାନ ମଣ୍ଡି ନିକଟରେ ସୋମବାର ସନ୍ଧ୍ୟା ୬ ଟା ରେ ଟ୍ରାକ୍ଟର ଧକ୍କା ରେ ଜଣେ ଯୁବକ ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ଯୁବକ ହେଲେ ଖୁଟୁଲୁଗୁଡା ଗ୍ରାମ ର ରାମେଶ୍ୱର ଦଳପତି (୪୦) ଓ ଗୁରୁତର ହେଲେ ରିତେଶ ବନ୍ଦୀଛୋଡ। ଗୁରୁତର ଙ୍କୁ କୋକସରା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି