Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education

ସମ୍ବଲପୁର ମ୍ୟୁନିସିପାଲଟି: କାଇଁସିର ସ୍ଥିତ ଶ୍ରୀ ଶ୍ରୀ ରାମକୃଷ୍ଣ ବିବେକାନନ୍ଦ ସେବା ସଂଘ ଦ୍ୱାରା ମନ୍ଦିର ପ୍ରାଙ୍ଗଣରେ ଜାତୀୟ ଯୁବ ଦିବସ ପାଳିତ

Sambalpur M, Sambalpur | Jan 12, 2026
କାଇଁସିର ସ୍ଥିତ ଶ୍ରୀ ଶ୍ରୀ ରାମକୃଷ୍ଣ ବିବେକାନନ୍ଦ ସେବା ସଂଘ ଦ୍ୱାରା ସୋମବାର ମନ୍ଦିର ପ୍ରାଙ୍ଗଣରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଆଜି ସକାଳେ ଛାତ୍ର ଛାତ୍ରୀ ମାନଙ୍କ ସହ ସଂଘର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଏକ ରାଲି କରାଯାଇଥିଲା । ସନ୍ଧ୍ୟାରେ ସଂଘର ସଭାପତି ସୁବିର୍ ସେନଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା । ସଭାରେ ବକ୍ତା ଭାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ର ସହାୟକ ପ୍ରଫେସର ରଘୁମଣି ନାଏକ ଓ ବୈଦିକ ଗ୍ରୃପର ଚେୟାରମେନ ଆନନ୍ଦ ଅଗ୍ରୱାଲ ଯୋଗ ଦେଇଥିଲେ । ଦିପାଳି ଚୌଧୁରୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।