ଖରିଆର: ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ସୁପ୍ରିୟ ଚାଟାର୍ଜୀଙ୍କ ଦେହାନ୍ତ
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ସୁପ୍ରିୟ ଚାଟାର୍ଜୀ ଗତ କାଲି ୭୦ ବର୍ଷ ବୟସରେ କଲିକତାରେ ଦେହାନ୍ତ ହୋଇଛନ୍ତି। ତାଙ୍କର ଶେଷ କୃତ୍ୟ ଝିଅ ଜ୍ବାଇଁଙ୍କ ତତ୍ତ୍ୱାବଧାନରେ କଲିକତାରେ ଅନୁଷ୍ଠିତ ହେବ।