ଭୁବନେଶ୍ୱର: Odishaରେ ହେବ World Ayurveda Congress 3 ଦିନ ପର୍ଯ୍ୟନ୍ତ, 30 ଦେଶରୁ 5000 ପ୍ରତିନିଧି ଭାଗ
Bhubaneswar, Khordha | Sep 10, 2026
ୱାର୍ଲ୍ଡ ଆୟୁର୍ବେଦ କଂଗ୍ରେସ୍ ଡିସେମ୍ବର 10 ରୁ 3 ଦିନ ଓଡ଼ିଶାରେ ହେବ। 30 ଦେଶର 5000 ରୁ ଅଧିକ ପ୍ରତିନିଧି ଏଥିରେ ଭାଗ ନେବେ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭିନ୍ନ ଭାବେ ନିମନ୍ତ୍ରଣ କରାଯିବ।