Public App Logo
କଟକ ପୌରାଞ୍ଚଳ: ମଧୁପାଟଣା ବାଲି ସାହିରେ ମଙ୍ଗଳବାର ସାମାନ୍ୟ ପାଟିତୁଣ୍ଡରୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁଇ ନାବାଳକ। ଜଣେ ନାବାଳକ ଗୁରୁତର ଆହତ ହୋଇଛି। - Cuttack M Corp PS News