Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ବାରିପଦା ମ୍ୟୁନିସିପାଲଟି: ବାରିପଦା ସହରର ମଧୁବନ ଗ୍ୟାରେଜ ଛକ ଓ ସହର ସାହି ଠାରେ ଅଷ୍ଟମ ପ୍ରହରୀ ଅନୁଷ୍ଠିତ; ନଗରପାଳଙ୍କ ଯୋଗଦାନ

ମଙ୍ଗଳବାର ଦିନ ବାରିପଦା ସହରର ମଧୁବନ ଗ୍ୟାରେଜ ଛକ ଠାରେ ଏବଂ ସହରର ୱାର୍ଡ ନଂ ୮ ଅନ୍ତର୍ଗତ ସହର ସାହି ଠାରେ ଅଷ୍ଟମ ପ୍ରହରୀ ଅନୁଷ୍ଠିତ ହେଉଅଛି। ଏହି ଅବସରରେ ସଂଧ୍ୟା ପ୍ରାୟ ୭ ରୁ ୮ ଟା ମଧ୍ୟରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଆୟୋଜିତ ଅଷ୍ଟମ ପ୍ରହରୀରେ ସାମିଲ ହେବା ସହିତ ସେଠାକାର କମିଟି ସଦସ୍ୟ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ନେଇ ସୂଚନା ମିଳିଛି।