ତେଲକୋଇ: ଚାରିଗଡ଼ ମହାବିଦ୍ୟାଳୟ ତେଲକୋଇରେ ରକ୍ତଦାନ ଶିବିର ଅନୁଷ୍ଠିତ । ୫୧ ୟୁନିଟ ରକ୍ତ ସଂଗ୍ରହ । ଜାତିୟ ସେବା ଯୋଜନା ମାଧ୍ୟମ
ଚାରିଗଡ଼ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ । ୫୧ ୟୁନିଟ ରକ୍ତ ସଂଗ୍ରହ । ଜାତିୟ ସେବା ଯୋଜନା ,ରେଡ଼କ୍ରସ୍ ଓ ଆମ ଓଡ଼ିଶା ଆୟୋଜକ ନିର୍ବ୍ଦେଶ କ୍ରମେ ଅଞ୍ଚଳର ଜନସାଧାରଣ ସୁଇଚ୍ଛାରେ ରକ୍ତଦାନ କରିଥିଲେ । ଆଜି ଅପରାହ୍ନ ୫ଟା ସମୟର ସୂଚନା ।