ସମ୍ବଲପୁର ମ୍ୟୁନିସିପାଲଟି: ପର୍ଶୁରାମ ଭବନ ଠାରେ ପର୍ଶୁରାମ ଜୟନ୍ତୀ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ବିବେକ ଶର୍ମା ରଖିଲେ ପ୍ରତିକ୍ରିୟା
ପର୍ଶୁରାମ ଭବନ ଠାରେ ପର୍ଶୁରାମ ଜୟନ୍ତୀ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପର୍ଶୁରାମ ଜୟନ୍ତୀ ପାଳନ ନେଇ ୨୭ ତାରିଖରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସୁଚନା ଦିଆଯାଇଛି।ଏଥିସହ ଏପ୍ରିଲ ୩୦ ତାରିଖ ଦିନ ପର୍ଶୁରାମ ଜୟନ୍ତୀ ପାଳନ ନେଇ ବିଶାଳ ବିକାଶ ଶୋଭାଯାତ୍ରା ସହ ମହାଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି।