Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand

ତେଲକୋଇ: ତେଲକୋଇ ରେଞ୍ଜ ସଲେଇକେନା କଳାପୋଖରି ଜଙ୍ଗଲରେ ସାତଟିକିଆ ହାତୀପଲ ଥିବାର ସୂଚନା ଦେଲା ତେଲକୋଇ ବନବିଭାଗ

Telkoi, Kendujhar | Nov 5, 2025
ତେଲକୋଇ ରେଞ୍ଜ ସଲେଇକେନା କଳାପୋଖରି ଜଙ୍ଗଲରେ ସାତଟିକିଆ ହାତୀପଲ ଥିବାର ସୂଚନା ଦେଲା ତେଲକୋଇ ବନବିଭାଗ । ସଲେଇକେନା ଗୋଳାବନ୍ଧ,ଛାମୁଣ୍ଡା, ଗୋପିନାଥପୁର,ଚନ୍ଦ୍ରସେଖରପୂର ଗାଁ ଅଞ୍ଚଳର ଧାନ କ୍ଷେତ ଜଗିଥିବା ଚାଷି ବିଲ ହୁଡ଼ାରେ ସତର୍କ ରହିବାକୁ ଆଜି ସଂଧ୍ୟା ସାତଟା ସମୟର ସୂଚନା । ହାତୀଙ୍କୁ କଡ଼ା ନଜର ରଖିଛି ବନବିଭାଗ ।