Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ବୌଦ୍ଧ ସଦର: ବlହlଜୁର ଗ୍ରାମ ଜଙ୍ଗଲରୁ ବେଆନ ୧୧୦ଲିଟର ଖଜୁରୀ ତାଡି ଜବତ କରି ମାମଲା ରୁଜୁ

ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ମନମୁଣ୍ଡା ଥାନା ଅନ୍ତର୍ଗତ ବlହlଜୁର ଗ୍ରାମ ଜଙ୍ଗଲରେ ବେଆନ ଖଜୁରୀ ତାଡି କାରବାର ନେଇ, ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଟିମ ଚଢ଼ାଉ ମଧ୍ୟାନ୍ହ ପାଖପାଖି ୧୨ଟା ସମୟରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୧୧୦ଲିଟର ଖଜୁରୀ ତାଡିକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରି ୧୮୧/୨୫-୨୬ରେ ମାମଲା ରୁଜୁ କରାଯାଇଛି l ଏନେଇ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ସବଇନସ୍ପେକଟର ସୂଚନା ଦେଇଛନ୍ତି

MORE NEWS

ଥଇଥାନ ନ କରୀ ଭାଙ୍ଗିଦେଲେ ବିସ୍ଥାପିତ ଙ୍କ ଘର I ଦେଖନ୍ତୁ ପୁରା ଭିଡିଓ ଜଣାନ୍ତୁ କୋଉଠି କାର ଘଟଣା

ଥଇଥାନ ନ କରୀ ଭାଙ୍ଗିଦେଲେ ବିସ୍ଥାପିତ ଙ୍କ ଘର I ଦେଖନ୍ତୁ ପୁରା ଭିଡିଓ ଜଣାନ୍ତୁ କୋଉଠି କାର ଘଟଣା

Baudh Sadar, Boudh (Bauda) | Aug 8, 2026

ପୂର୍ବତନ ବିଧାୟକ ଙ୍କ ଝିଅକୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗ ରେ ସୋନାଲି ଙ୍କ ସ୍ୱାମୀ ଗିରଫ I ଦେବଗଡ଼ ପୋଲିସ କଲା ଗିରଫ I ଶୁଣନ୍ତୁ sp ଙ୍କ ପ୍ରତିକ୍ରିୟା

ପୂର୍ବତନ ବିଧାୟକ ଙ୍କ ଝିଅକୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗ ରେ ସୋନାଲି ଙ୍କ ସ୍ୱାମୀ ଗିରଫ I ଦେବଗଡ଼ ପୋଲିସ କଲା ଗିରଫ I ଶୁଣନ୍ତୁ sp ଙ୍କ ପ୍ରତିକ୍ରିୟା

Baudh Sadar, Boudh (Bauda) | Aug 8, 2026

ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ମାସିକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
​ଆଜି ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାର ମାସିକ ସାଙ୍ଗଠନିକ ବୈଠକ ଅତ୍ୟନ୍ତ ଉତ୍ସାହଜନକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
​ଏହି ବୈଠକରେ ରାଜ୍ୟ ଉପ-ସଭାପତି ଶ୍ରୀ ଯତୀନ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗଠନିକ ମଜବୁତି, ତୃଣମୂଳ ସ୍ତରରେ ସଂଗଠନର ସମ୍ପ୍ରସାରଣ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ।
​ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
​#Boudh #OrganizationalMeeting #BoudhNews #Odisha #DistrictMeeting

ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ମାସିକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ​ଆଜି ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାର ମାସିକ ସାଙ୍ଗଠନିକ ବୈଠକ ଅତ୍ୟନ୍ତ ଉତ୍ସାହଜନକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକରେ ରାଜ୍ୟ ଉପ-ସଭାପତି ଶ୍ରୀ ଯତୀନ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗଠନିକ ମଜବୁତି, ତୃଣମୂଳ ସ୍ତରରେ ସଂଗଠନର ସମ୍ପ୍ରସାରଣ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ​ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ​#Boudh #OrganizationalMeeting #BoudhNews #Odisha #DistrictMeeting

Baudh Sadar, Boudh (Bauda) | Aug 8, 2026

ବୌଦ୍ଧରେ ସ୍ବତନ୍ତ୍ର  ସଘନ ସଂଶୋଧନ (SIR) ଅଗ୍ରଗତି ଓ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ସଚିବ ବି. ପରମେଶ୍ୱରନ

ବୌଦ୍ଧରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଅଗ୍ରଗତି ଓ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ସଚିବ ବି. ପରମେଶ୍ୱରନ

Baudh Sadar, Boudh (Bauda) | Aug 7, 2026

ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ କଡ଼ାକଡ଼ି ଓ ପ୍ରଭାବଶାଳୀ କରିବା ପାଇଁ ବୌଦ୍ଧ ପୋଲିସର ବଡ଼ ପଦକ୍ଷେପ! 
​NDPS ମାମଲାର ସଠିକ୍ ତଦନ୍ତ, ଗଞ୍ଜେଇ ଜବତ ପ୍ରକ୍ରିୟା, ଏବଂ ଡିଜିଟାଲ୍ ଓ ଭୌତିକ ସାକ୍ଷ୍ୟର ସୁରକ୍ଷିତ ସଂରକ୍ଷଣ ସମ୍ବନ୍ଧୀୟ ଜ୍ଞାନ ଓ ବ୍ୟବହାରିକ ଦକ୍ଷତା ବୃଦ୍ଧି ପାଇଁ ବୌଦ୍ଧ ଥାନା ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ଠାରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।
​ଏହି ବ୍ୟବହାରିକ ପ୍ରଶିକ୍ଷଣ ଆଗାମୀ ଦିନରେ ଆଇନସମ୍ମତ ତଦନ୍ତକୁ ଆହୁରି ସୁଦୃଢ଼ କରିବ।
​ଆସନ୍ତୁ, ସମସ୍ତେ ମିଶି ଏକ ନିଶାମୁକ୍ତ ଓ ସୁରକ୍ଷିତ ସମାଜ ଗଠନ କରିବା! 
​#BoudhPolice #OdishaPolice #NDPS #GanjaSeizure #DrugFreeOdisha #SafeSociety #PoliceTraining #boudhanath_stupa

ମାଦକ ଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ କଡ଼ାକଡ଼ି ଓ ପ୍ରଭାବଶାଳୀ କରିବା ପାଇଁ ବୌଦ୍ଧ ପୋଲିସର ବଡ଼ ପଦକ୍ଷେପ! ​NDPS ମାମଲାର ସଠିକ୍ ତଦନ୍ତ, ଗଞ୍ଜେଇ ଜବତ ପ୍ରକ୍ରିୟା, ଏବଂ ଡିଜିଟାଲ୍ ଓ ଭୌତିକ ସାକ୍ଷ୍ୟର ସୁରକ୍ଷିତ ସଂରକ୍ଷଣ ସମ୍ବନ୍ଧୀୟ ଜ୍ଞାନ ଓ ବ୍ୟବହାରିକ ଦକ୍ଷତା ବୃଦ୍ଧି ପାଇଁ ବୌଦ୍ଧ ଥାନା ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ଠାରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ​ଏହି ବ୍ୟବହାରିକ ପ୍ରଶିକ୍ଷଣ ଆଗାମୀ ଦିନରେ ଆଇନସମ୍ମତ ତଦନ୍ତକୁ ଆହୁରି ସୁଦୃଢ଼ କରିବ। ​ଆସନ୍ତୁ, ସମସ୍ତେ ମିଶି ଏକ ନିଶାମୁକ୍ତ ଓ ସୁରକ୍ଷିତ ସମାଜ ଗଠନ କରିବା! ​#BoudhPolice #OdishaPolice #NDPS #GanjaSeizure #DrugFreeOdisha #SafeSociety #PoliceTraining #boudhanath_stupa

Baudh Sadar, Boudh (Bauda) | Aug 7, 2026

ବୌଦ୍ଧ ସଦର: ବlହlଜୁର ଗ୍ରାମ ଜଙ୍ଗଲରୁ ବେଆନ ୧୧୦ଲିଟର ଖଜୁରୀ ତାଡି ଜବତ କରି ମାମଲା ରୁଜୁ - Baudh Sadar News