Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ଢେଙ୍କାନାଳ ସଦର: ଢେଙ୍କାନାଳରେ ଆଜି ପୁଣି ରଥଟଣା, ମାଉସୀ ମା ମନ୍ଦିର ନିକଟରେ ୨ରଥ

MORE NEWS

📌~ କାଦୁଅ ରେ ଭିଜିଲା ଭକ୍ତି, ଶାନ୍ତି ରେ ସରିଲା ଦେଓଗାଁ ର ଅଦ୍ଭୁତ ଘୋଷଯାତ୍ରା
 
📌~ ୫୦୦ ବର୍ଷ ପୂର୍ବର ଐତିହ ପୀଠ ବଳଦେବ ଜୀଉ ମନ୍ଦିର 

📌~ ଏଠାରେ ରଥରେ ଯାଆନ୍ତି ନାହିଁ ଭଉଣୀ ସୁଭଦ୍ରା 

📌~ ପ୍ରତିବର୍ଷ ଭଳି କାଦୁଅ ପଚପଚ ବଡ଼ଦାଣ୍ଡ ରେ ଭିଡ଼ିଲେ ରଥ 

📌~ଭକ୍ତି ଥିଲେ କାଦୁଅ ବି ତୀର୍ଥ ହୋଇଯାଏ, ବାଟ ବି ବୈକୁଣ୍ଠ ହୋଇଯାଏ।

ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ କପିଳାସର ପାଦ ଦେଶରେ ଦେଓଗାଁ ଗ୍ରାମରେ ରହିଛି ବହୁ ପ୍ରାଚୀନ ଓ ଐତିହ ପୀଠ ପ୍ରଭୁ ବଳଦେବ ଜୀଉ ମନ୍ଦିର ରେ ପାଳିତ ହୋଇଗଲା ଅନନ୍ୟ ଘୋଷଯାତ୍ରା। 
ପ୍ରାତଃ ମଙ୍ଗଳାଳତି ଓ ଧୂପର ସୁଗନ୍ଧ ରେ ମନ୍ଦିର ପ୍ରାଙ୍ଗଣ ମହକୁଥିଲା। ସାଢେ ୨ଟା ରେ ଘଣ୍ଟ-ମାଦଳ-ଝାଞ୍ଜର ଧ୍ୱନି ଓ ଭକ୍ତଙ୍କ "ହରିବୋଲ" ରେ ପବନ କମ୍ପି ଉଠିଲା। ପହଣ୍ଡି ବିଜେ ପରେ ବେଢା ପରିକ୍ରମା, ରଥାରୁଢ଼ ଓ ଛେରା ପହଁରା ପରେ ଗୋପାଳ ଲଉଡ଼ି ଖେଳ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସାରା ବଡଦାଣ୍ଡର ଭକ୍ତିରେ ଭରିଦେଲେ।
ଆକାଶ ମେଘାଛନ୍ନ ଥିଲା। ବଡ଼ଦାଣ୍ଡ କାଦୁଅ ପଚପଚ। କିନ୍ତୁ ଭକ୍ତି ଆଗରେ ପ୍ରକୃତି ବି ହାରିଗଲା। ୩:୪୦ ରେ ହଜାର ହାତ ମିଶି ରଥର ଦଉଡି ଟାଣିଲେ। କାଦୁଅ ରେ ଖାଲି ପାଦ ବୁଡିଲା, କିନ୍ତୁ ମୁଖରେ ନାମ ସଙ୍କୀର୍ତ୍ତନ ଓ ଜୟ ଜଗନ୍ନାଥ ଥମିଲା
 ନାହିଁ। ସନ୍ଧ୍ୟା ୫ଟା ରେ ରଥ ମାଉସୀ ମା ମନ୍ଦିର ପହଁଚିଲା। ବଡ଼ ଦାଣ୍ଡରେ  କାଦୁଅ ପଚପଚ ରେ ଭକ୍ତ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଓ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା l
Daily Highlight News odia odisha ଗଁଦିଆ ଖବର  Public Dhenkanal Update Facebook for Creators

📌~ କାଦୁଅ ରେ ଭିଜିଲା ଭକ୍ତି, ଶାନ୍ତି ରେ ସରିଲା ଦେଓଗାଁ ର ଅଦ୍ଭୁତ ଘୋଷଯାତ୍ରା 📌~ ୫୦୦ ବର୍ଷ ପୂର୍ବର ଐତିହ ପୀଠ ବଳଦେବ ଜୀଉ ମନ୍ଦିର 📌~ ଏଠାରେ ରଥରେ ଯାଆନ୍ତି ନାହିଁ ଭଉଣୀ ସୁଭଦ୍ରା 📌~ ପ୍ରତିବର୍ଷ ଭଳି କାଦୁଅ ପଚପଚ ବଡ଼ଦାଣ୍ଡ ରେ ଭିଡ଼ିଲେ ରଥ 📌~ଭକ୍ତି ଥିଲେ କାଦୁଅ ବି ତୀର୍ଥ ହୋଇଯାଏ, ବାଟ ବି ବୈକୁଣ୍ଠ ହୋଇଯାଏ। ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ କପିଳାସର ପାଦ ଦେଶରେ ଦେଓଗାଁ ଗ୍ରାମରେ ରହିଛି ବହୁ ପ୍ରାଚୀନ ଓ ଐତିହ ପୀଠ ପ୍ରଭୁ ବଳଦେବ ଜୀଉ ମନ୍ଦିର ରେ ପାଳିତ ହୋଇଗଲା ଅନନ୍ୟ ଘୋଷଯାତ୍ରା। ପ୍ରାତଃ ମଙ୍ଗଳାଳତି ଓ ଧୂପର ସୁଗନ୍ଧ ରେ ମନ୍ଦିର ପ୍ରାଙ୍ଗଣ ମହକୁଥିଲା। ସାଢେ ୨ଟା ରେ ଘଣ୍ଟ-ମାଦଳ-ଝାଞ୍ଜର ଧ୍ୱନି ଓ ଭକ୍ତଙ୍କ "ହରିବୋଲ" ରେ ପବନ କମ୍ପି ଉଠିଲା। ପହଣ୍ଡି ବିଜେ ପରେ ବେଢା ପରିକ୍ରମା, ରଥାରୁଢ଼ ଓ ଛେରା ପହଁରା ପରେ ଗୋପାଳ ଲଉଡ଼ି ଖେଳ ଓ ସଙ୍କୀର୍ତ୍ତନ ମଣ୍ଡଳୀ ସାରା ବଡଦାଣ୍ଡର ଭକ୍ତିରେ ଭରିଦେଲେ। ଆକାଶ ମେଘାଛନ୍ନ ଥିଲା। ବଡ଼ଦାଣ୍ଡ କାଦୁଅ ପଚପଚ। କିନ୍ତୁ ଭକ୍ତି ଆଗରେ ପ୍ରକୃତି ବି ହାରିଗଲା। ୩:୪୦ ରେ ହଜାର ହାତ ମିଶି ରଥର ଦଉଡି ଟାଣିଲେ। କାଦୁଅ ରେ ଖାଲି ପାଦ ବୁଡିଲା, କିନ୍ତୁ ମୁଖରେ ନାମ ସଙ୍କୀର୍ତ୍ତନ ଓ ଜୟ ଜଗନ୍ନାଥ ଥମିଲା ନାହିଁ। ସନ୍ଧ୍ୟା ୫ଟା ରେ ରଥ ମାଉସୀ ମା ମନ୍ଦିର ପହଁଚିଲା। ବଡ଼ ଦାଣ୍ଡରେ କାଦୁଅ ପଚପଚ ରେ ଭକ୍ତ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ଓ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା l Daily Highlight News odia odisha ଗଁଦିଆ ଖବର Public Dhenkanal Update Facebook for Creators

Dhenkanal Sadar, Dhenkanal | Jul 17, 2026

ସୋଗୋର ଗ୍ରାମରେ ଧୁମ ଧାମ ସହ ରଥଯାତ୍ରା ପାଳିତ ଆଗରେ ଡିଜେ ପଛରେ ରଥକୁ ଭିଡ଼ିଲେ ମହିଳା ଜୟ ଜଗନ୍ନାଥ 
#public #newsodiaodisha #sogor#dhenkanal

ସୋଗୋର ଗ୍ରାମରେ ଧୁମ ଧାମ ସହ ରଥଯାତ୍ରା ପାଳିତ ଆଗରେ ଡିଜେ ପଛରେ ରଥକୁ ଭିଡ଼ିଲେ ମହିଳା ଜୟ ଜଗନ୍ନାଥ #public #newsodiaodisha #sogor#dhenkanal

Dhenkanal Sadar, Dhenkanal | Jul 16, 2026

ପୁରୀ ଶ୍ରୀକ୍ଷେତ୍ର ରେ ବିଜେ ହେଉଛନ୍ତି ମହାପ୍ରଭୁ 
Facebook for Creators Public Jagannath Sanskruti Daily Highlight Facebook News odia odisha

ପୁରୀ ଶ୍ରୀକ୍ଷେତ୍ର ରେ ବିଜେ ହେଉଛନ୍ତି ମହାପ୍ରଭୁ Facebook for Creators Public Jagannath Sanskruti Daily Highlight Facebook News odia odisha

Dhenkanal Sadar, Dhenkanal | Jul 16, 2026