ବାତ୍ୟା ପୂର୍ବ ପ୍ରସ୍ତୁତି: ସୋର ସମୁଦ୍ରକୂଳ ପଞ୍ଚାୟତ ବୁଲିଲେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି
Sora, Balasore | Nov 20, 2026
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର ସୋର ନିର୍ବାଚନମଣ୍ଡଳୀର ସମୁଦ୍ରକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକୁ ପରିଦର୍ଶନ କଲେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ। ସତର୍କତାମୂଳକ ପଦକ୍ଷେପର ତଦାରଖ ସହ ସରକାରୀ ନିର୍ଦ୍ଦେଶାବଳୀ ପାଳନ ପାଇଁ ପରାମର୍ଶ ଦେଲେ।