Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
हादसा
पुलिस
Maharashtra
Bjp
National
Police
Bihar
बिहार
India
जनसमस्या
कांग्रेस
चोरी
Congress
Modi
Delhi
Viral
Crime
Bollywood
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Biharfloods
Uttarpradesh
gtvnewsodisha
ବଡ ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତି ମାର୍ଗ ରେ ହତ୍ୟାକାଣ୍ଡ ଘଟଣା। #gtvnewsodisha #berhampur #ganjam #odisha #silkcity
Ganjam, Ganjam
| Sep 22, 2026
#gtvnewsodisha
#berhampur
#ganjam
#odisha
#silkcity
MORE NEWS
ସମୁଦ୍ରକୁ ନଯିବାକୁ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 22, 2026
ଦେବାନନ୍ଦ ଦାଶଙ୍କ ଦ୍ଵାରା ଏମ୍ କେ ସି ଜି ହସ୍ପିଟାଲ୍ ର କ୍ୟାନ୍ସର ୱାର୍ଡରେ ବିଶ୍ଵ ଗୋଲାପ ଦିବସ ରୋଗୀ ମାନଙ୍କ ଗହଣରେ ଉତ୍ସାହର ସହ ହେଲା ପାଳିତ । ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କୁ ଗୋଲାପ ଫୁଲ, କାର୍ଡ ଏବଂ ଉପହାର ପ୍ରଦାନ କରାଯାଇଛି। #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 22, 2026
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 22, 2026
ସାମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର । ଆଜି ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ ଗୋପାଳପୁରରେ ରହିଥିବା ବାତ୍ୟ ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି । ସେଠାରେ କିଭଳି ରହିଛି ସୁବିଧା ତାହା ଦେଖିବା ସହ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ସମୁଦ୍ରରେ ଲହଡ଼ି କିଭଳି ରହିଛି ଓ ସମୁଦ୍ର ଅଶାନ୍ତ ରହିଛି କି ନାହିଁ ସେ ନେଇ ଦେଖିଛନ୍ତି ଜିଲ୍ଲାପାଳ । ଏହାସହ ଗୋପାଳପୁରର ବିଭିନ୍ନ ତଳୁଆ ସାହିରେ ରହିଥିବା କଚ୍ଚା ଘର ଗୁଡ଼ିକର ସ୍ଥିତି ପରଖିବା ସହ ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସଜାଗ ରହିବାକୁ କହିଛନ୍ତି । ଏ ନେଇ ଗଂଜାମ ଜିଲ୍ଲାପାଳ ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଇତିଶ୍ରୀ ସମାପିକା ମହାନ୍ତି #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 22, 2026
ରୋଗୀଙ୍କ ସ୍ୱସ୍ଥ୍ୟ ଅବସ୍ଥା ବୁଝିବା କୁ ଯାଇଥିବା ବେଳେ ,ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧିଙ୍କୁ ପିଜି ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏମ କେସିଜି ଡ଼ିନ ଙ୍କ ଦୃଷ୍ଟି ଆକର୍ଷଣ କରିଲେ ପ୍ରତିନିଧି ରାଜୀବ ମିଶ୍ର । ପିଜି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଲେ ଦାବି #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 21, 2026
ବ୍ରହ୍ମପୁର ପୋଲିସ ବଡ଼ ସଫଳତା #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 20, 2026
ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ଘରଭଡ଼ା ମଞ୍ଜୁର କରିବା ବାବଦକୁ ୩୦ହଜାର ନେଉଥିଲେ ଲାଞ୍ଚ #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 20, 2026
ପୁରୁଷୋତ୍ତମପୁର ଗଣେଷ ପୂଜା ଭାଷାଣି ବେଳେ ଜେନେରେଟର ନିଆଁରେ ଆହତ ଶିଶୁଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା #gtvnewsodisha #berhampur #ganjam #odisha #silkcity
Ganjam, Ganjam | Sep 20, 2026