Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

#ସୁନା_ହାର_ସହିତ_ନଗଦ_ଟଙ୍କା_ଲୁଟିନେଇ_ପଳାଇଥିବା_ଚୋର_କୁ_ଧରିଲା_ପୋଲିସ ସୁନାହାର ସହିତ ନଗଦ ଟଙ୍କା ଚୋରି କରି ପଳାଇଥିବା ଚୋର କୁ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଚୋରକୁ ଧରିଲା କରଞ୍ଜିଆ ପୋଲିସ,ଚୋରି ହାର ଉଦ୍ଧାର | #latastnewsupdate #BreakingNews #Mayurbhanj #Karanjia #pabitranewsodisha

MORE NEWS

#ଆନନ୍ଦପୁରକୁ_ଫେରିଲା_ନରହନ୍ତା_ଦନ୍ତା 
ପୁଣି  ଆନନ୍ଦପୁର ସହରକୁ ଫେରିଲା ନରହନ୍ତା ଦନ୍ତା ।  ଆଜି ସକାଳେ ଆନନ୍ଦପୁର ପୌରାଞ୍ଚଳ ଫକିରପୁର ଆମ୍ବତୋଟାରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । 
#latastnewsupdate #pabitranewsodisha #elephant #anandpur #keonjhar

#ଆନନ୍ଦପୁରକୁ_ଫେରିଲା_ନରହନ୍ତା_ଦନ୍ତା ପୁଣି ଆନନ୍ଦପୁର ସହରକୁ ଫେରିଲା ନରହନ୍ତା ଦନ୍ତା । ଆଜି ସକାଳେ ଆନନ୍ଦପୁର ପୌରାଞ୍ଚଳ ଫକିରପୁର ଆମ୍ବତୋଟାରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । #latastnewsupdate #pabitranewsodisha #elephant #anandpur #keonjhar

Kendujhar Town, Kendujhar | Jun 17, 2026

#ଚାନ୍ଦବାଲିରେ_ରଜ_ମହୋତ୍ସବ_ପାଳନ। 
ଓଡ଼ିଆ ଅସ୍ମିତାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ପାଳନ କରା ଯାଇଛି।ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ  ମନମୋହନ ସାମଲ |
#Chandbali #rajafestival #Monmohansamal #pabitranewsodisha

#ଚାନ୍ଦବାଲିରେ_ରଜ_ମହୋତ୍ସବ_ପାଳନ। ଓଡ଼ିଆ ଅସ୍ମିତାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ପାଳନ କରା ଯାଇଛି।ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ | #Chandbali #rajafestival #Monmohansamal #pabitranewsodisha

Kendujhar Town, Kendujhar | Jun 17, 2026

#ଦୁର୍ଘଟଣା_ଘଟାଇ_ଚମ୍ପଟ_ମାରୁଥିବ_ଟ୍ରକ_ଜବତ 
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଵାମନାଶାଳ ନିକଟରେ  ପ୍ରାତଃ ଭ୍ରମଣ କରୁଥିବା ବେଳେ ୨ ଜଣ ଯୁବକ ଙ୍କୁ ପଛପଟରୁ ଧକ୍କା ଦେଇ ଦୃତ ଗତିରେ ଚମ୍ପଟ ମାରୁଥିବା ବେଳେ ଟ୍ରକ୍ କୁ ଜବତ କରିଛି ଠାକୁରମୁଣ୍ଡା ଥାନା ପୋଲିସ୍। 
#latastnewsupdate #pabitranewsodishalive #breakingnews #mayurbhanj

#ଦୁର୍ଘଟଣା_ଘଟାଇ_ଚମ୍ପଟ_ମାରୁଥିବ_ଟ୍ରକ_ଜବତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଵାମନାଶାଳ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ୨ ଜଣ ଯୁବକ ଙ୍କୁ ପଛପଟରୁ ଧକ୍କା ଦେଇ ଦୃତ ଗତିରେ ଚମ୍ପଟ ମାରୁଥିବା ବେଳେ ଟ୍ରକ୍ କୁ ଜବତ କରିଛି ଠାକୁରମୁଣ୍ଡା ଥାନା ପୋଲିସ୍। #latastnewsupdate #pabitranewsodishalive #breakingnews #mayurbhanj

Kendujhar Town, Kendujhar | Jun 17, 2026