Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

ସିମୁଳିଆ: ଅର୍ଜୁନପୁର ଛକ ନିକଟରେ ବାଇକ ରୁ ପଡି ଦୁଇ ଯୁବକ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି

Similia, Balasore | Dec 7, 2025
ଭାରସାମ୍ୟ ହରାଇ ବାଇକ ରୁ ପଡି ଦୁଇ ଯୁବକ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି l ଖଇରା ବ୍ଲକ ଅର୍ଜୁନପୁର ଛକ ନିକଟରେ କୁପାରି ଆଡୁ ଏକ ବାଇକ ରେ ଦୁଇ ଯୁବକ ଖଇରା ଆଡୁ କୁ ଆସୁଥିବା ବେଳେ ଉକ୍ତ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ପଡିଯାଇଥିଲେ, ଖବର ପାଇ ଆଜି ରବିବାର ରାତି 7 ଘଟିକା ସମୟରେ ଖଇରା ଅଗ୍ନିସମ ବାହିନୀ ଦ୍ୱାରା ଉଦ୍ଧାର ହୋଇ ଖଇରା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି,ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ଜଣ ଙ୍କ ପରିଚୟ ମିଳି ପାରିନାହିଁ l