Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

ରାଜନଗର: ଡେରାବିଶ: ପଟ୍ଟାମୁଣ୍ଡାଇ ର ବିଭିନ୍ନ ସ୍ଥାନରେ ପ୍ରକଳ୍ପ ଗୁଡିକ ର ଶିଳାନ୍ୟାସ କରି ପ୍ରତିକ୍ରିୟା ରଖିଲେ ବିଧାୟକ ଧ୍ରୁବ ସାହୁ

Rajnagar, Kendrapara | Jan 25, 2024
ପଟ୍ଟାମୁଣ୍ଡାଇ ର ବିଭିନ୍ନ ସ୍ଥାନରେ ପ୍ରକଳ୍ପ ଗୁଡିକ ର ଶିଳାନ୍ୟାସ କରିଛନ୍ତି ବିଧାୟକ ଧ୍ରୁବ ସାହୁ । ଆଜି ମଧ୍ୟାହ୍ନ ସମୟରେ ନିଜ ସମର୍ଥକ ଓ ପଞ୍ଚାୟତ ବାସୀଙ୍କ ସହ ଏକ ପଟୁଆର ରେ ଆସି ସାନଜରିଆ, ଗଙ୍ଗାରାମପୁର ଓ ଖଡ଼ିଅଣ୍ଟା ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ଶିଳାନ୍ୟାସ କରିଥିଲେ ବିଧାୟକ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହିତ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଜିଲ୍ଲା ପରିଷଦ ରଞ୍ଜନ ବିଶ୍ୱାଳ, ବିଜେଡି ବ୍ଲକ ସଭାପତି କିଶୋର ସାହୁ ଓ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ ।

MORE NEWS

ରାଜନଗର: ଡେରାବିଶ: ପଟ୍ଟାମୁଣ୍ଡାଇ ର ବିଭିନ୍ନ ସ୍ଥାନରେ ପ୍ରକଳ୍ପ ଗୁଡିକ ର ଶିଳାନ୍ୟାସ କରି ପ୍ରତିକ୍ରିୟା ରଖିଲେ ବିଧାୟକ ଧ୍ରୁବ ସାହୁ - Rajnagar News