Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ନିମାପଡା: ଜବତ ବାଇକ ନେବାକୁ କେନ୍ଦ୍ରକରି ଗୋପ ଥାନାରେ ପଶି ପୋଲିସକୁ ଆକ୍ରମଣ ମାମଲା, ଗିରଫ ୨ଅଭିଯୁକ୍ତ କୋର୍ଟ ଚାଲାଣ

Nimapada, Puri | Oct 8, 2025
ଗୋପ ଥାନାରୁ ଜବତ ହୋଇଥିବା ବାଇକକୁ ଥାନାରୁ ନେବାକୁ କେନ୍ଦ୍ରକରି ଗତ କାଲି ରାତି ୮ଟାରେ ୨ଜଣ ଦୁର୍ବୃତ୍ତ ଥାନାରେ ଏସ ଆଇ ବୁଦ୍ଧରାମ ମାଝୀଙ୍କୁ ଆକ୍ରମଣ କରିବା ମାମଲାରେ ପୋଲିସ ସମ୍ପୃକ୍ତ ୨ଅଭିଯୁକ୍ତକୁ ଗିରଫ କରି ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଗଣେଶ୍ୱର ପୁର ଗ୍ରାମର ସୁଶାନ୍ତ ନାୟକ ଓ ସୋରିଶିଆ ପଦା ଗ୍ରାମର ପ୍ରଦୀପ ବେହେରା ବୋଲି ପୋଲିସ ସୂଚନା ଦେଇଛି।
ନିମାପଡା: ଜବତ ବାଇକ ନେବାକୁ କେନ୍ଦ୍ରକରି ଗୋପ ଥାନାରେ ପଶି ପୋଲିସକୁ ଆକ୍ରମଣ ମାମଲା, ଗିରଫ ୨ଅଭିଯୁକ୍ତ କୋର୍ଟ ଚାଲାଣ - Nimapada News