ଦୁଇ ଦିନିଆ ଗସ୍ତରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଅନୁଗୋଳ ଜିଲ୍ଲା ଆସିଥିବା ବେଳେ ଆଜି ଦ୍ଵିତୀୟ ଦିନରେ କୋଶଲା ଗସ୍ତ କରି ମା ରାମଚଣ୍ଡୀଙ୍କ ଦର୍ଶନ କରିଛନ୍ତି #CPDnews #chhendipada #angul #ChiefMinisterVisit #anguldistrictadministration