କଟକ ପୌରାଞ୍ଚଳ: ନିମାପଡ଼ା: ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦିଲ୍ଲୀପ ନାୟକ ଦଳରୁ ନିଲମ୍ବିତ
ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ବିଜେଡି ସଦସ୍ୟ ଦିଲ୍ଲୀପ କୁମାର ନାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ଅଭିଯୋଗ ଆସିବା ପରେ ସଭାପତିଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଛି।