Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିବ୍ଲକଅନ୍ତର୍ଗତମତୋସିଡିପିଓ୨ରପାର୍ସିବନ୍ଧ ଗାଁରପୂର୍ବତନଅଙ୍ଗନୱାଡ଼ିଦିଦିଙ୍କନାମରେଅର୍ଥହରିଲୁଟ ଅଭିଯୋଗ,ମତପ୍ରକାଶକରିଛନ୍ତିସୁରେଷନାୟକ

Bhadrak Rural, Bhadrak | Sep 10, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ସିଡିପିଓ ୨ ରେ ପୂର୍ବତନ ଅଙ୍ଗନୱାଡ଼ି ଦିଦି ଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଆଇଟିଆଇ କର୍ମୀ ସୁରେଶ ନାୟକ। ପୂର୍ବରୁ ୨୦ ହଜାର ଟଙ୍କାର ହେରଫେର ନେଇ ଆଇଟିଆଇ ମାଧ୍ୟମରେ ତଥ୍ୟ ମାଗିଥିଲେ ହେଲେ କୈାଣସି ରିପୋର୍ଟ ପ୍ରଦାନ କରିନଥିଲେ ଉକ୍ତ କର୍ମୀ।ଚିଠି ମାଧ୍ୟମରେ ରାଜ୍ୟ ସରକାର ଓ ଆରଡିସି ଙ୍କୁ ଚିଠି କରିଥିଲେ ଆଜି ଦିନ ୨.୩୦ ମିନିଟ ସମୟ ରେ ବିଭାଗୀୟ ଅଧିକାରୀ ଙ୍କ ସମେତ, ଚାନ୍ଦବାଲି ତହସିଲଦାର ଓ ଆଡିଶିନାଲ ତହସିଲଦାର, ବିଡ଼ିଓ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

MORE NEWS