ଦେବଗଡ: ଦେବଗଡ଼: ମେଣ୍ଢିପାଲି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଶିକ୍ଷକଙ୍କ ବଦଳିକୁ ବିରୋଧ
ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକର ମେଣ୍ଢିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଦେଇଛନ୍ତି। ସେମାନେ ଶିକ୍ଷକ ସୁରେଶ ପରିଡ଼ାଙ୍କ ବଦଳି ନିଷ୍ପତ୍ତିକୁ ବାତିଲ କରିବା ପାଇଁ ଦାବି କରିଛନ୍ତି।