ଝାରସୁଗୁଡା: ଝାରସୁଗୁଡ଼ାରେ ରେଡ୍ ୱାର୍ଣ୍ଣିଂ: ପ୍ରବଳ ବର୍ଷା ନେଇ ଜାରି ହେଲା ସତର୍କତା
ଝାରସୁଗୁଡ଼ା ଜିଲ୍ଲା ପାଇଁ ପାଣିପାଗ ବିଭାଗ ଜାରି କଲା ରେଡ୍ ୱାର୍ଣ୍ଣିଂ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା। ତଳିଆ ଅଞ୍ଚଳ ଓ ରାସ୍ତାଘାଟରେ ପାଣି ଜମିବାର ସମ୍ଭାବନା ଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ।