ନୂଆପଡା: ନୂଆପଡ଼ାରେ ଗଢ଼ି ଉଠିଲା ନିଆରା କୋଶଳୀ ସଂଗ୍ରହାଳୟ
ନୂଆପଡ଼ା ସରୋଜ ନଗରରେ ଅବସରପ୍ରାପ୍ତ ଦମ୍ପତ୍ତି ସୁରଜିତ ସିଂ ମହାରଥା ଓ ବେଦମତି ସିଂ ମହାରଥାଙ୍କ ଦ୍ୱାରା ନିର୍ମିତ କୋଶଳୀ ସଂଗ୍ରହାଳୟ। ଏଠାରେ ସଂରକ୍ଷିତ ହୋଇଛି ପ୍ରାଚୀନ ବ୍ୟବହୃତ ସାମଗ୍ରୀ, ପାରମ୍ପରିକ ଅଳଙ୍କାର ଓ ମାପ ପ୍ରଣାଳୀ, ଯାହା ଆଗାମୀ ପିଢ଼ିଙ୍କ ପାଇଁ ଶିକ୍ଷଣୀୟ ଅଟେ।