Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଆରକ୍ଷୀ ଅଧିକ୍ଷିକଙ୍କ କାର୍ଜା- ଳୟ ଠାରେ ଚୋରି କିମ୍ବା ହଜିଯାଇଥିବା ମୋବାଇଲଫୋନ ଫେରସ୍ତପାଇ "ସାଇବର କବଚ "ବିଶେଷ ଅଭିଯାନ

Raurkela M, Sundargarh | Mar 12, 2026
ମାର୍ଚ୍ଚ ୧୨ତାରିଖ ଅପରାହ୍ନ ୧ଟା ୩୦ମିନିଟରୁ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ "ସାଇବର କବଚ"ର ବିଶେଷ ଅଭିଯାନରେ ଚୋରି ଵା ହଜିଯାଇଥିବା ୧୦୬ ଟି ମୋବାଇଲ ଫୋନ ଗୁଡିକ ରାଉରକେଲା ପୋଲିସ ପୁନଃ ଉଦ୍ଧାର ଅଭିଯାନ ସମୟରେ ଫୋନ ଗୁଡିକର I.M.E.I. ନମ୍ବର ଚିହ୍ନଟ କରିବାରେ ସଫଳ ହୋଇଥିଲେ, ଯାହାର ବଜାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେଵ, ସମ୍ପୂର୍ଣ ଉଚିତ କାଗଜପତ୍ର ଯାଞ୍ଚ କରି ମୋବାଇଲ ଫୋନ ଗୁଡିକୁ ତାଙ୍କର ବୈଧମାଲିକ ମାନଙ୍କୁ ୧୨ମାର୍ଚ୍ଚ ୨୦୨୬ତାରିଖରେ ରାଉରକେଲାର D.P.O. କାର୍ଯ୍ୟାଳୟ ଠାରେ ଆୟୋଜିତ "ମୋବାଇଲ ମେଳା" ମାଧ୍ୟମରେ ହସ୍ତା ନ୍ତରହୋଇଛି

MORE NEWS