ଝାରସୁଗୁଡା: ଝାରସୁଗୁଡ଼ା: ବରପାଲି ଗ୍ରାମରେ ଆୟୋଜିତ ହେଲା କ୍ଷେତ ବଞ୍ଚାଅ ଅଭିଯାନ
ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ବରପାଲି ଗ୍ରାମରେ କ୍ଷେତ ବଞ୍ଚାଅ ଅଭିଯାନ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ଯୋଗଦେଇ ଚାଷୀଙ୍କ ସମସ୍ୟା ଓ କୃଷି କ୍ଷେତ୍ରର ସଂରକ୍ଷଣ ନେଇ ଆଲୋଚନା କରିଛନ୍ତି।