ଦେବଗଡ: ଦେବଗଡ଼: ପ୍ରସ୍ତାବିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ବିରୋଧ କଲେ ଛେପଲିପାଲି ବାସିନ୍ଦା
ଦେବଗଡ଼ ଜିଲ୍ଲାର ଛେପଲିପାଲି ପଞ୍ଚାୟତରେ ପ୍ରସ୍ତାବିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ଗ୍ରାମବାସୀ ବିରୋଧ କରିଛନ୍ତି। ପୂର୍ବରୁ ରେଙ୍ଗାଳି ବନ୍ଧ ଯୋଗୁଁ ବିସ୍ଥାପିତ ହୋଇଥିବା ଗ୍ରାମବାସୀ ପୁଣିଥରେ ବିସ୍ଥାପନ ଆଶଙ୍କାରେ ଏହି ପ୍ରତିବାଦ କରିଛନ୍ତି।