ବାଲେଶ୍ୱରରେ କଂଗ୍ରେସର ସମ୍ବିଧାନ ରକ୍ଷା ଶୋଭାଯାତ୍ରା, ମୋଦି ସରକାରଙ୍କ ବିରୋଧରେ ଗର୍ଜିଲେ ନେତା
Baleshwar, Balasore | Nov 25, 2026
ବାଲେଶ୍ୱରରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ରକ୍ଷା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ। ଭୁବନେଶ୍ୱରରେ ହେବାକୁ ଥିବା ସମ୍ବିଧାନ ବଞ୍ଚାଓ ସମାବେଶ ପାଇଁ ଦିଆଗଲା ଆହ୍ୱାନ। ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କଲେ କଂଗ୍ରେସ ନେତା।