କଳାହାଣ୍ଡି: ମଦନପୁର ରାମପୁରରେ ମାଁ ଡୁକୁରୀ ଦେବୀଙ୍କ ଛତର ଯାତ୍ରା: ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kalahandi, Kalahandi | Oct 4, 2026
ମଦନପୁର ରାମପୁରରେ ମାଁ ଡୁକୁରୀ ଦେବୀଙ୍କ ଛତର ଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଆସନ୍ତା ଅକ୍ଟୋବର 19 ତାରିଖରେ ହେବାକୁ ଥିବା ଯାତ୍ରା ପାଇଁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱ।