SMS News Bureau
*ଟ୍ରେନର ଫାଷ୍ଟ ଏସି କୋଚ୍ ସାଜିଲା ହନିମୁନ ସୁଟ୍। ଗୋଲାପ, ବେଲୁନରେ ସଜ୍ଜିତ ସହ ଆଇ ଲଭ ୟୁ ଲେଖାରେ ଝଲସିଲା ଏସି କୋଚ୍।ବ୍ୟାକଗ୍ରାଉଣ୍ଡରେ ସଲମାନ ଖାନଙ୍କ ମୁଭିର ଫେମସ ଗୀତ ଜଗ ଘୁମେୟା ଥାରେ ଜୈସା ନା କୋଇ ବାଜୁଥିଲା। ଭିଡ଼ିଓ ଭାଇରାଲ ପରେ ଟିଟିଇ ସସପେଣ୍ଡ। ଟ୍ରେନ ନମ୍ୱର 11002, ନନ୍ଦିଗ୍ରାମ ଏକ୍ସପ୍ରେସରେ ନବଦମ୍ପତ୍ତି ଅନଲାଇନରେ ଡେକୋରେଟରକୁ ବୁକ୍ କରିଥିଲେ। ଜାଲନା ଷ୍ଟେସନରେ ଡେକୋରେଟରଙ୍କ ଏଣ୍ଟ୍ରି ଥିଲା ଅନଧିକୃତ। ଏହାକୁ ଟିଟିଇ ରୋକିନଥିଲେ। ବିଭାଗୀୟ ତଦନ୍ତ ନିର୍ଦେଶ ଦେଲା ସାଉଥ ସେଣ୍ଟ୍ରାଲ ରେଲଓ୍ୱେ।*
#smsnewsnetwork #SCR #railway