କଣିହାଁ: କଣିହାଁ ସିପୁରରେ ୬୭ତମ ଦଶହରା ମହୋତ୍ସବ, ଯୋଗଦେଲେ ପାଲଲହଡ଼ା ବିଧାୟକ
Kaniha, Angul | Oct 23, 2026 କଣିହାଁ ବ୍ଲକର ସିପୁର ଗ୍ରାମରେ ୬୭ତମ ଦଶହରା ମହୋତ୍ସବ ପାଳିତ। ମାଆ କାଳୀଙ୍କ ନୂତନ ଭୋଗ ରୋଷେଇ ଘର ଉଦ୍ଘାଟନ କଲେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି। ପ୍ରତିଯୋଗିତାରେ ବିଜୟୀଙ୍କୁ କଲେ ପୁରସ୍କାର ପ୍ରଦାନ।