Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଦଦରାଲୁଣ୍ଡା ରୁଂଜା ସାହି ଠାରେ ପବିତ୍ର ମକର ସଂକ୍ରାନ୍ତି ଉଛବ ପାଳନ ହୋଇଯାଇଛି ।

Digapahandi, Ganjam | Jan 14, 2026
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଦଦରାଲୁଣ୍ଡା ରୁଂଜା ସାହି ଠାରେ ପବିତ୍ର ମକର ସଂକ୍ରାନ୍ତି ଉଛବ ପାଳନ ହୋଇଯାଇଛି । ଏହି ଉଛବରେ ବିଶିଷ୍ଠ ସମାଜସେବୀ ତଥା ବଜରଙ୍ଗ ଦଳର ବରିଷ୍ଠ ନେତା ମୁରଲିଧର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳା ସଂକୀର୍ତ୍ତନ ମଣ୍ଡଳୀ ର ଶୁଭ ଉଦଘାଟନ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ମାନେ ମଧ୍ୟ ସାମିଲ ହୋଇଥିବାର ସୂଚନା ମିଳିଛି ।