Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana

ସୋର: ସୁଜନପୁର ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଦେଶୀମଦ, ବିୟର ଜବତ, ୩ ଗିରଫ

Soro, Balasore | Dec 11, 2025
ସୋର ଅବକାରୀ ବିଭାଗ ତରଫରୁ ସୁଜନପୁର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଏବଂ ବିୟର ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଏକ ଟିମ ସହ ସୁଜନପୁର ଗ୍ରାମରେ ଚଢ଼ାଉ କରି ପାଣ୍ଡଵ ଜେନା ନିକଟରୁ ୩୦ ଲିଟର ଦେଶୀମଦ, ହାଜିପୁର ଗ୍ରାମର ସୁରେଶ ନାୟକ ନିକଟରୁ ୧୬. ୨୫୦ଲିଟର ବିୟର ଏବଂ ଉଚ୍ଚବପୁର ଗ୍ରାମର ହରିଶଚନ୍ଦ୍ର ନାୟକ ନିକଟରୁ ୨୫ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ସନ୍ଧ୍ୟାରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୋର: ସୁଜନପୁର ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଦେଶୀମଦ, ବିୟର ଜବତ, ୩ ଗିରଫ - Soro News