ଭୁବନେଶ୍ୱର: ଭୁବନେଶ୍ୱର ନୟାପଲି ଦୁଷ୍କର୍ମ ଘଟଣା: ଏନକାଉଣ୍ଟର ପରେ ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ
Bhubaneswar, Khordha | Oct 4, 2026
ଭୁବନେଶ୍ୱର ନୟାପଲିରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର ପରେ ପୋଲିସ ଗିରଫ କରିଛି। ମେଡିକାଲରୁ ଡିସଚାର୍ଜ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଛି।