Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

ରାଉରକେଲା ମ୍ୟୁନିସିପାଲଟି: ପ୍ରତିବିମ୍ବ ନାଟ୍ୟ ସଙ୍ଗମ - ୨୦୨୬ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Raurkela M, Sundargarh | Mar 14, 2026
ମାର୍ଚ୍ଚ ୧୪ ତାରିଖ ସନ୍ଧ୍ୟା ୬ ଟା ସମୟରେ ସେକ୍ଟର -୧୫ ସ୍ଥିତ ପ୍ରୟାସ କାର୍ଯ୍ୟାଳୟ ଠାରେ, ପ୍ରଭାକର ପାତ୍ର, ସାଧାରଣ ସମ୍ପାଦକ " ପ୍ରତିବିମ୍ବ " ସୂଚନା ପ୍ରଦାନ କଲେ, ପ୍ରତିବିମ୍ବ ଦ୍ୱାରା ଆୟୋଜିତ ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ମାର୍ଚ୍ଚ ୨୦, ତାରିଖପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ସନ୍ଦ୍ୟା ୬ ଟାରୁ ଅନୁଷ୍ଠିତ ହେବ, ଏଠାରେ ସୁନ୍ଦର ସୁନ୍ଦର ୫ଟି ନାଟକ ପରିବେଷଣ ହେଵ.