Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ମାଲକାନଗିରି: ଜିଲ୍ଲା ସୀମାନ୍ତ ନେସନାଲ ପାର୍କ ଅଞ୍ଚଳରେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣା, ଜବତ ହେଲା ମର ଶରୀର ଓ ଅସ୍ତ୍ରଶସ୍ତ୍ର

Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ନେସନାଲ ପାର୍କ ଜଙ୍ଗଲ ରେ ପୋଲିସ ମାଓବାଦୀ ଗୁଳିବିନିମୟ ରେ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡକୋର ମାଓବାଦୀ ନିହତଘଟଣାରେ ଦୁଇ ମୃତ ମାଓବାଦୀ ଙ୍କ ମର ଶରୀର ଜବତ। ଗତକାଲି ଏହି ଗୁଳିବିନିମୟ ହୋଇଥିଲା। ଆଜି ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ।ଦୁଇ ମାଓବାଦୀ ନାଁ ରେ ଆଠ ଆଠ ଲକ୍ଷ୍ୟ ଟଙ୍କା ଲେଖାଏଁ ୧୬ ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର।

MORE NEWS