Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: ଛେଣ୍ଡିପଦା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ତାଲା ପକାଇଲେ ଚାଷୀ

Chhendipada, Angul | Aug 13, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ତାଲା ପକାଇଲେ ଚାଷୀ l ତିନି ଦିନ ହେବ ଅଭିଯୋଗ କଲେ ମଧ୍ୟ ଚିକିତ୍ସା କରୁ ନଥିବାରୁ ବୁଧବାର ଅପରାହ୍ନ ୪ ଘଟିକା ସମୟରେ ତାଲା ପକାଇଥିବା ଚାଷୀ ଅଭିଯୋଗ କରିଛନ୍ତି l ସୂଚନା ଯେ ଛେଣ୍ଡିପଦାର ଚାଷୀ ନରୋତ୍ତମ ପ୍ରଧାନଙ୍କର ଏକ ଗାଈ ଅସୁସ୍ଥ ଅଛି l ଗାଈର ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ଆସି ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଇନଥିଲେ l
ଛେଣ୍ଡିପଦା: ଛେଣ୍ଡିପଦା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟକୁ ତାଲା ପକାଇଲେ ଚାଷୀ - Chhendipada News