ସତ୍ୟବାଦୀ: ଆଳିବାଡ଼ରେ ଗଜଲକ୍ଷ୍ମୀ ପୂଜା: ଦର୍ଶନ କଲେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର
Satyabadi, Puri | Oct 27, 2026 ଆଳିବାଡ଼ ଗ୍ରାମ ପଞ୍ଚାୟତର ଆଳିବାଡ଼ ଓ କରମଳା ବେହେରାସାହିରେ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର। ମା’ଙ୍କ ଦର୍ଶନ କରି ସେ ସମସ୍ତଙ୍କ ପାଇଁ ସୁଖ ଓ ଶାନ୍ତି ପ୍ରାର୍ଥନା କରିଛନ୍ତି।