ବହି ଛାପିଲେ ମାଲ୍, ଶିକ୍ଷକ ବଦଳି ହେଲେ ମାଲ୍... ଏ ସରକାର କେବଳ ମାଲ୍ ମାଲ୍ ହେଉଛି — ରଘୁରାମ ପଡାଲ
ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ ରଘୁରାମ ପଡାଲ। ପାଠ୍ୟପୁସ୍ତକ ମୁଦ୍ରଣ ଓ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ସେ ଦୁର୍ନୀତିର ଅଭିଯୋଗ ଆଣି କହିଛନ୍ତି, "ବହି ଛାପିଲେ ମାଲ୍, ଶିକ୍ଷକ ବଦଳି ହେଲେ ମାଲ୍, ଏ ସରକାର କେବଳ ମାଲ୍ ମାଲ୍ ହେଉଛି।"
ତାଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଭିଯୋଗ ଉପରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
💬 ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ? କମେଣ୍ଟ କରି ଜଣାନ୍ତୁ।
#Openlensnews #VoiceOfKoraput #Koraput #OdishaPolitics #Education #BreakingNews